Browsing Tag

Rahul Gandhi

ମୋଦିଙ୍କ ଲୁହ ନୁହେଁ ଅକ୍ସିଜେନ ଲୋକଙ୍କୁ ବଞ୍ଚାଇବ, କରୋନା ଉପରେ ଶ୍ୱେତପତ୍ର ଜାରି କଲେ ରାହୁଲ

ନୂଆଦିଲ୍ଲୀ: କରୋନା ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଶ୍ୱେତପତ୍ର ଜାରି କରିଛନ୍ତି । ଏଥିରେ କରୋନା ଲଢ଼େଇରେ ସରକାରଙ୍କ ତ୍ରୁଟି କେଉଁଠି ରହିଲା ଓ ତୃତୀୟ ଲହରୀ ପାଇଁ କଣ ପଦକ୍ଷେପ ନିଆଯିବା ଉଚିତ ସେନେଇ ଉଲ୍ଲେଖ ରହିଛି । ସରକାରଙ୍କୁ ସସମାଲୋଚନା ନୁହେଁ ବରଂ ସହଯୋଗ କରିବାକୁ ଏହି…

ମୋଦିଙ୍କୁ ରାହୁଲଙ୍କ ଚିଠି: ସ୍ପଷ୍ଟ ରଣନୀତି ଅଭାବରୁ ଦେଶ ଆଜି ଲକ୍‌ଡାଉନ୍ ଦ୍ୱାରଦେଶରେ

ନୂଆଦିଲ୍ଲୀ: ଦେଶରେ ସାଂଘାତିକ କୋଭିଡ୍ ସ୍ଥିତି ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । କୋଭିଡ୍ ସଙ୍କଟ ପାଇଁ ସେ କେନ୍ଦ୍ରକୁ ଦାୟୀ କରିଛନ୍ତି । କେନ୍ଦ୍ରର ବିଫଳତା ପାଇଁ କାରଣରୁ ଦେଶ ଆଜି ଲକ୍‌ଡାଉନ୍ ଦ୍ୱାରଦେଶରେ ପହଞ୍ଚିଛି ବୋଲି…

ରାହୁଲ ଗାନ୍ଧୀ କରୋନା ପଜିଟିଭ୍

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କରୋନା ପଜିଟିଭ୍ ହୋଇଛନ୍ତି। ସେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ରାହୁଲ କହିଛନ୍ତି ଯେ ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଦେବା ପରେ ସେ ନିଜର କୋଭିଡ୍ ଟେଷ୍ଟ କରିଥିଲେ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଯେଉଁମାନେ ଆମ ସହ ସଂସ୍ପର୍ଶରେ…

କେନ୍ଦ୍ର ସରକାରଙ୍କ ଟୀକାକରଣ ରଣନୀତି ଭେଦଭାବପୂର୍ଣ୍ଣ: ରାହୁଲ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଟୀକାକରଣ ରଣନୀତି ଭେଦଭାବପୂର୍ଣ୍ଣ ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଦୁର୍ବଳ ବର୍ଗର ଲୋକଙ୍କ ଟୀକାକରଣର ପାଇଁ କେନ୍ଦ୍ର କୌଣସି ଗ୍ୟାରେଣ୍ଟି ଦେଇନାହିଁ। ସେ ଟୁଇଟ୍ କରି କହିଛନ୍ତି ଯେ…

ଚୀନ୍ ଆଗରେ ମୁଣ୍ଡ ନୁଆଁଇଛନ୍ତି ମୋଦି, ଭାରତୀୟ ଜମି ଚୀନକୁ ଦିଆଯାଇଛି: ରାହୁଲ

ନୂଆଦିଲ୍ଲୀ - ଚୀନ ସହ ସୀମା ବିବାଦ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ମୋଦି ଚୀନକୁ ଡରୁଛନ୍ତି । ସେ ଚୀନକୁ ଭାରତୀୟ ଜମି ଦେଇଛନ୍ତି ବୋଲି ରାହୁଲ କହିଛନ୍ତି । ଗତକାଲି ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲଦାଖ…

ମୋହନ ଭାଗବତଙ୍କୁ ବି ଆତଙ୍କବାଦୀ ଆଖ୍ୟା ଦେବାକୁ କୁଣ୍ଠାବୋଧ କରିବେନି ମୋଦି: ରାହୁଲ

ନୂଆଦିଲ୍ଲୀ - ନୂଆ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏକ କଂଗ୍ରେସ ପ୍ରତିନିଧି ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । କଂଗ୍ରେସର ଏହି ପ୍ରତିନିଧି ଦଳ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର…