Browsing Tag

Rajiv Kapoor

ଋଷି କପୁରଙ୍କ ସାନଭାଇ ରାଜୀବ କପୁରଙ୍କ ପରଲୋକ

ମୁମ୍ବାଇ - ଋଷି କପୁର ଏବଂ ରଣଧୀର କପୁରଙ୍କ ସାନଭାଇ ରାଜୀବ କପୁରଙ୍କ ଆଜି ପରଲୋକ ହୋଇଯାଇଛି । ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ, ରାଜୀବ ଆଜି ସକାଳେ ହୃଦଘାତର ଶିକାର ହୋଇଥିଲେ । ବଡ଼ ଭାଇ ରଣଧୀର କପୁର ଓ ଘର ଲୋକ ତାଙ୍କୁ ଚେମ୍ବୁରସ୍ଥିତ ଇନଲାକ୍ସ ହସ୍ପିଟାଲକୁ ନେଇଥିଲେ ।…