Browsing Tag

Rajnath Singh

ରାଜନାଥ ମାନିଲେ: ସୀମା ବିବାଦ ନେଇ ଚୀନ୍ ସହ ଆଲୋଚନାରୁ କୌଣସି ସୁଫଳ ମିଳିନି

ନୂଆଦିଲ୍ଲୀ – ଲଦାଖ ସୀମାରେ ଚୀନ୍ ସହ ବିବାଦର ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ । କିନ୍ତୁ ଚୀନ୍ ସହ ଆଲୋଚନା ଜାରି ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି । ସାମରିକ ସ୍ତରରେ ଖୁବ୍ ଶୀଘ୍ର ଆଉ ଏକ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହେବ । ତେବେ ଏଯାବତ୍ ଚୀନ୍ ସହ ଉଭୟ…