Browsing Tag

Rath Yatra

ଆଜି ତିନିରଥର ଦକ୍ଷିଣୀ ମୋଡ଼, ରଥଖଳାରୁ ରଥ ଯିବ ସିଂହଦ୍ଵାରକୁ

ଆଜି ତିନିରଥ ଦକ୍ଷିଣୀ ମୋଡ଼ ହୋଇ ସିଂହଦ୍ଵାରରେ ଲାଗିବ। ଆସନ୍ତା କାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ରଥଖଳାରେ ତିନିରଥର ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଛି। ଆଜି ମହାପ୍ରଭୁଙ୍କ ସକାଳ ଧୂପ ଶେଷ ହେବାପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ରଥଖଳାକୁ ଆଜ୍ଞାମାଳ ବିଜେ କରିବେ।…

ରଥଯାତ୍ରା ପାଇଁ ପୁରୀ ସହରରେ ଆଜି ରାତି ୮ରୁ ୪୮ ଘଣ୍ଟିଆ କର୍ଫ୍ୟୁ

ପୁରୀ - ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ସହରରେ ଆଜି ରାତି ୮ଟାରୁ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି ହେବ । ୧୩ ତାରିଖ ରାତି ୮ଟା ଯାଏଁ ବଳବତ୍ତର ରହିବ କର୍ଫ୍ୟୁ । ବଡଦାଣ୍ଡର ସମସ୍ତ ଦୋକାନ ବଜାର ବନ୍ଦ ରହିବ । ବଡଦାଣ୍ଡରେ ଏହି ସମୟ ମଧ୍ୟରେ ଔଷଧ ଦୋକାନ ମଧ୍ୟ ଖୋଲିବ ନାହିଁ ।…

ପୁରୀ : ଆଜି ରୋଚକ କଥାରେ ରଥରେ ଚିତ୍ରକାର ଓ ରୂପକାର ସେବା

ପବିତ୍ର ଘୋଷ ଯାତ୍ରା ବା ରଥଯାତ୍ରାକୁ ସୁନ୍ଦର ତଥା ଶୃଙ୍ଖଳିତ କରିବା ପାଇଁ ଅନେକ ସେବାୟତ ନିଜ ନିଜର ସେବାକାର୍ଯ୍ୟ ପ୍ରଦାନ କରିଥାନ୍ତି। ସେମାନଙ୍କ ମଧ୍ୟରୁ ଚିତ୍ରକାର ଓ ରୂପକାର ସେବା ଅନ୍ୟତମ। ଶ୍ରୀମନ୍ଦିର ଛତିଶା ନିଯୋଗ ଅନ୍ତର୍ଭୁକ୍ତ ଏହିସେବା। ଚିତ୍ରକାର ଦତ୍ତ ମହାପାତ୍ର ମାନେ…

ପୁରୀ: ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଓ ଚକା ଅପସରା ନୀତି

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ। ଦୀର୍ଘ ପନ୍ଦର ଦିନର ଅନବସର ପରେ ଆଜି ମିଳିବ ଶ୍ରୀମୁଖ ଦର୍ଶନ। ଆଷାଢ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଦତ୍ତ ମହାପାତ୍ର ସେବକଙ୍କ ଦ୍ଵାରା ଚତୁର୍ଦ୍ଧା ବିଗ୍ରହଙ୍କ ବନକ ଲାଗି ନୀତି ଶେଷ ହୋଇଥିଲା। ଅର୍ଥାତ ଶ୍ରୀମୁଖ ଶୃଙ୍ଗାର କରାଯାଇଥିଲା। ବନକ…