Browsing Tag

Ration Card

ତିନି କୋଟି ରାସନ୍ କାର୍ଡ ରଦ୍ଦ ନିଷ୍ପତ୍ତିକୁ ଗମ୍ଭୀର ବୋଲି କହିଲେ ସୁପ୍ରିମକୋର୍ଟ, କେନ୍ଦ୍ର ଓ ରାଜ୍ୟଙ୍କୁ ଜବାବ ତଲବ

ନୂଆଦିଲ୍ଲୀ - ଆଧାର ସଂଯୋଗ ହୋଇନଥିବାରୁ ପ୍ରାୟ ତିନି କୋଟି ରାସନ୍ କାର୍ଡ ରଦ୍ଦ କରିବା ନେଇ କେନ୍ଦ୍ରର ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଅତ୍ୟନ୍ତ ଗମ୍ଭୀର ବିଷୟ ବୋଲି କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍‌ଏ ବୋବଡେ, ଏଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ଭି.ରାମସୁବ୍ରମନିଆନଙ୍କ ଖଣ୍ଡପୀଠ…