Browsing Tag

Road Accident

କବିସୂର୍ଯ୍ୟନଗରରେ ସଡକ ଦୁର୍ଘଟଣା, ଶୌଚ ହୋଇ ବାଇକରେ ଫେରୁଥିବା ବେଳେ ଟ୍ରକ ସହ ଧକ୍କା ହୋଇ ୨ ମୃତ

କବିସୂର୍ଯ୍ୟନଗର – ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ସଡକ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ମର୍ଦ୍ଦରାଜ ହାଇସ୍କୁଲ ଛକ ଆଗରେ ଟ୍ରକ୍ ଧକ୍କାରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ସେମାନେ ହେଲେ ଶିଖରପୁର ସାହିର ବାସିନ୍ଦା ସପନୀ ଓ ଅଜିତ ଦାଶ । ସୂଚନା ଅନୁସାରେ ଆଜି ସକାଳେ…

ଟ୍ରକ୍ ନେଲା ଚାଷୀଙ୍କ ଜୀବନ, ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ପାଟପୁର: ବିଲକୁ ଚାଷ କାମ କରିବା ପାଇଁ ଯାଉଥିବା ବେଳେ ଜଣେ ଚାଷୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଶେରଗଡ଼ ନିକଟ ପଲୀପଦ୍ମନାଭପୁର ଛକ ରାସ୍ତାରେ ଆଜି ସକାଳେ ଏକ ଟ୍ରକ୍ ଧକ୍କାରେ ସାମନ୍ତରାପୁରର ମୋହନ ଗୌଡ଼ଙ୍କ ପ୍ରାଣହାନୀ ଘଟିଛି। ତାଙ୍କ ବୟସ ୪୮ ବର୍ଷ ହେବ। ଦୁର୍ଘଟଣାରେ ଜଣେ ମୋଟର ସାଇକେଲ…

ଅଟୋକୁ ଧକ୍କା ଦେଲା ଟ୍ୟାଙ୍କର, ୮ ଆହତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଗଞ୍ଜାମ ସହର ତ୍ରିବେଣୀ ମଠ ଛକ ନିକଟରେ ବୁଧବାର ମଧ୍ୟାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ୟାଙ୍କର ଏକ ଅଟୋକୁ ଧକ୍କା ଦେବାରୁ ୨ ମହିଳା ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ୬ ଜଣ ଅଟୋ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ଅଟୋଟିରେ ରମ୍ଭା ଅଞ୍ଚଳର କିଛି ଲୋକ ରମ୍ଭାରୁ…

ଆନ୍ଧ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୪ ମୃତ, ଚାରି ଆହତ

ତିରୁପତି - ଆନ୍ଧ୍ର ପ୍ରଦେଶ କର୍ଣ୍ଣୁଲ ଜିଲ୍ଲା ମାରାଦପୁରମ ଗାଁ ନିକଟସ୍ଥ ଜାତୀୟ ରାଜପଥ ୪୪ରେ ଆଜି ଭୋର୍‌ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ପୋଲିସ୍ ଅନୁସାରେ ଦୁର୍ଘଟଣାର ଶିକାର ହୋଇଥିବା ଲୋକ…

ଘନ କୁହୁଡ଼ି ଯୋଗୁଁ ସଡ଼କ ଦୁର୍ଘଟଣା, ୧୩ ମୃତ

କୋଲକାତା – ଘନ କୁହୁଡ଼ି ଯୋଗୁଁ ପଶ୍ଚିମବଙ୍ଗ ଜଲପାଇଗୁଡି ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁଘଟଣା ଘଟିଛି । ଜଲପାଇଗୁଡ଼ିର ଧୁପଗିଡିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଡମ୍ପର ଧକ୍କାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଆହତ ମଧ୍ୟ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ…

ଫୁଟ୍‌ପାଥରେ ଶୋଇଥିବା ଶ୍ରମିକଙ୍କ ଉପରେ ଚଢ଼ିଗଲା ଡମ୍ପର, ୧୫ ମୃତ

ସୁରତ – ଗୁଜରାଟ ସୁରତରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି । ଫୁଟପାଥରେ ଶୋଇଥିବା ୨୦ ଜଣ ଶ୍ରମିକଙ୍କ ଉପରେ ଡମ୍ପର ଚଢି଼ଯିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ସୁରତରୁ ୨୦ କିଲୋମିଟର ଦୂର କୋସାମ୍ବା ଅଞ୍ଚଳରେ ଘଟିଛି । ଘଟଣାସ୍ଥଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣଙ୍କୁ…

ମୋହନାରେ ଓଲଟିଲା ପିକନିକ ବସ୍‌, ୧ ମୃତ, ୧୨ ଆହତ

ମୋହନା- ଗଜପତି ଜିଲ୍ଲାର ମୋହନାରେ ଏକ ପିକନିକ୍ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ୧୨ ଜଣ ଆହତ ହୋଇଛନ୍ତି । ୩୨୬ ନମ୍ବର ଜାତୀୟ ରାଜପଥର ଗଜପତି-ରାୟଗଡା ସୀମା ଡୁମ୍ବଲାପଦର ବୁଲାଣି ପାଖରେ ପିକନିକ ବସଟି ଓଲଟିପଡିଛି । ଯାତ୍ରୀମାନେ କୋରାପୁଟ ଜିଲ୍ଲାର…