Browsing Tag

Rudra Pratap Maharathy

ବିଧାୟକ ଭାବେ ଶପଥ ନେଲେ ରୁଦ୍ର ପ୍ରତାପ

ଭୁବନେଶ୍ୱର –ପିପିଲି ଉପନିର୍ବାଚନରେ ବିଜୟୀ ହେଲା ପରେ ଆଜି ବିଧାୟକ ଭାବେ ଶପଥ ନେଇଛନ୍ତି ରୁଦ୍ର ପ୍ରତାପ ମହାରଥୀ । ଆଜି ବିଧାନସଭାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ପିପିଲି ବିଧାୟକଙ୍କୁ ଶପଥ ପାଠ କରାଇଥିଲେ । ପିପିଲି ଉପନିର୍ବାଚନରେ ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ…

ପିପିଲି ଆସନରେ ପୁଣି ବିଜେଡିର ବାଜିମାତ୍‌, ପ୍ରାୟ ୨୧ ହଜାର ଭୋଟ ବ୍ୟବଧାନରେ ଜିତିଲେ ରୁଦ୍ରପ୍ରତାପ ମହାରଥୀ

ପିିପିଲି - ପିପିଲି ଆସନ ବଜାୟ ରଖିଛି ବିଜେଡି । ଉପନିର୍ବାଚନରେ ବାଜି ମାରିନେଇଛନ୍ତି ଦଳୀୟ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ । ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାୟ ୨୧ ହଜାର ଭୋଟରେ ହରାଇଛନ୍ତି ରୁଦ୍ର । ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି…

ପିପିଲି ଉପନିର୍ବାଚନ ଫଳ : ନବୀନଙ୍କ ବିକାଶ ଏଜେଣ୍ଡା ଓ ବଳିଷ୍ଠ ନେତୃତ୍ୱ ହିଁ ଦଳ ପାଇଁ ଆଣିଲା ଆଉ ଏକ ବିଜୟ

ପିପିଲି - ପୁଣି ଥରେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥାର ପ୍ରମାଣ ଦେଇଛି ପିପିଲି ବିଧାନସଭା ଆସନର ଫଳାଫଳ । ଆକ୍ରୋଶମୂଳକ ରାଜନୀତି କି ମିଥ୍ୟା ପ୍ରତିଶ୍ରୁତି ନୁହେଁ, ବରଂ ବିକାଶ ହିଁ ଲୋକଙ୍କ ହୃଦୟ ଜିଣିପାରିବ । ଏ କଥା ପୁଣି ଥରେ ପ୍ରମାଣିତ କରିଛନ୍ତି…

ପିପିଲି ଭୋଟ୍ ଗଣତି : ଚତୁର୍ଥ ରାଉଣ୍ଡ ପରେ ରୁଦ୍ରପ୍ରତାପ ୫ ହଜାର ୧୪୦ ଭୋଟ୍‌ରେ ଆଗୁଆ

ପିପିଲି - ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଗଣତିରେ ଆଗୁଆ ଅଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ରୁଦ୍ର ବିଜେପିର ଆଶ୍ରିତ ପଟ୍ଟନାୟକଙ୍କଠାରୁ ୫ ହଜାର ୧୪୦ ଭୋଟରେ ଆଗୁଆ ରହିଛନ୍ତି । ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡିକୁ ୧୬ ହଜାର…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପିପିଲି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ, ଗ୍ରହଣ କଲେ ଦଳୀୟ ଟିକେଟ

ଭୁବନେଶ୍ୱର- ପ୍ରଚାର ମଇଦାନକୁ ଓହ୍ଲାଇବା ପୂର୍ବରୁ ପିପିଲି ଆସନରେ ବିଜେଡିଅ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଆନୁଷ୍ଠାନିକ ଭାବେ ସେ ଦଳୀୟ ପ୍ରାର୍ଥାୀ ଭାବେ ଟିକେଟ ଗ୍ରହଣ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀଙ୍କଠାରୁ ଆଶୀର୍ବାଦ…