ଏସିସିବିରେ ଅକ୍ସିଜେନ ପାଇପ୍ ଲିକ ପରେ ଓପନ ହାର୍ଟ ସର୍ଜରୀ ବନ୍ଦ
କଟକ- କଟକ ଏସସିବି ମେଡିକାଲ କଲେଜ ଓ ହସପିଟାଲର ଓପନ ହାର୍ଟ ସର୍ଜରୀ ବନ୍ଦ । କାର୍ଡିଓଥୋରାସିସ ବିଭାଗ ଆଇସିୟୁରେ ଅକ୍ସିଜେନ ପାଇପରୁ ଲିକ୍ ହେବାରୁ ଆଇସିୟୁ ଓ ଓଟି କାର୍ଯ୍ୟବନ୍ଦ ରଖାଯାଇଛି । ଘଟଣା ଘଟିବା ପୂର୍ବରୁ ଅକ୍ସିଜେନ୍ ପାଇପରୁ ସାମାନ୍ୟ ପରିମାଣରେ ଲିକ୍ ହେଉଥିଲା । ଏହା ସତ୍ୱେ କାମ…