Browsing Tag

Senior Police Officers’ Conference

ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ : ସାଇବର କ୍ରାଇମ ଉପରେ ମତ ରଖିଲେ ଇଂଟରପୋଲ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଭୁବନେଶ୍ୱର- ଓଡିଶା ପୋଲିସର ୬୨ ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀରେ ଇଂଟରପୋଲ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏମ.ଏମ ଓବରୋଇ ଉଦବୋଧନ ଦେଇଛନ୍ତି । ବଢୁଥିବା ସାଇବର କ୍ରାଇମ ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି । ସାଇବର କ୍ରାଇମ ରୋକିବା ପାଇଁ ଅଧିକ କ୍ରିୟାଶୀଳ ହୋଇ କାମ କରିବା…