Browsing Tag

Similipal National Park

ଆଜିଠାରୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା- ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ପୁଣି ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ବର୍ଷା ଋତୁ ପାଇଁ ବନ୍ଦ ରହିଥିଲା ଅଭୟାରଣ୍ୟ । ଶୀତ ଦିନ ଆସିଥିବାରୁ ପୁଣି ଏହାକୁ ଖୋଲାଯାଇଛି । ଏଥର ମଧ୍ୟ ବାରିପଦା ପଟୁ ପିଠାବଟା ଗେଟ୍ ଓ ଯଶୀପୁର ପଟୁ କାଳିଆମି ଗେଟ୍ ଦେଇ ପର୍ଯ୍ୟଟକ ଅଭୟାରଣ୍ୟ ମଧ୍ୟରେ…

କୋଭିଡ କଟକଣା ମଧ୍ୟରେ ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା- କୋରୋନା କଟକଣା ମଧ୍ୟରେ ଆଜିଠାରୁ ପୁଣି ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । କୋରୋନା ମହାମାରୀ ପାଇଁ ମାର୍ଚ୍ଚ ମାସଠାରୁ ବନ୍ଦ ରହିଥିଲା ଅଭୟାରଣ୍ୟ । ପୂର୍ବ ପରି ବାରିପଦା ପିଠାବଟା ଗେଟ୍ ଦେଇ ୨୫ଟି ଓ ଜଶିପୁର କାଳିଆଣି ଗେଟ୍ ଦେଇ ୩୫ଟି ଗାଡି ପାଇଁ ଅନୁମତି ଦିଆଯାଇଛି । ପ୍ରତିଦିନ…