ସମ୍ବଲପୁର ଶୀତଳଷଷ୍ଠୀ ଉଦଯାପିତ
ସମ୍ବଲପୁର : ଗତକାଲି ବିବାହ ସରିବା ପରେ ଦେବ ଦମ୍ପତ୍ତି ଦୁଇଦିନ ଧରି ଭକ୍ତଙ୍କୁ ଯୁଗଳ ଦର୍ଶନ ଦେଇଥିଲେ । ଆଉ ଆଜି ଅପରାହ୍ନରେ ମନ୍ଦିର ପ୍ରବେଶ କରିଛନ୍ତି । ଏହାସହ ଶେଷ ହୋଇଛି ଏବର୍ଷର ଶୀତଳଷଷ୍ଠୀ ଯାତ୍ରା । ସଂପୂର୍ଣ୍ଣ କୋଭିଡ୍ କଟକଣା ଭିତରେ ବିଧିରକ୍ଷା ମଧ୍ୟରେ ଏବର୍ଷର ଷଷ୍ଠୀ ଯାତ୍ରା…