ସମ୍ବଲପୁର ଶୀତଳଷଷ୍ଠୀ: ବାହା ମଣ୍ଡପରେ ଯୁଗଳ ଦର୍ଶନ
ସମ୍ବଲପୁର : ସମ୍ବଲପୁର ଶୀତଳଷଷ୍ଠୀର ବହୁ ପ୍ରତିକ୍ଷୀତ ମୁହୁର୍ତ୍ତ , ଦେବ ଦମ୍ପତ୍ତିଙ୍କ ହାତଗଣ୍ଠି ପଡିବାର ସମୟକୁ ପ୍ରତ୍ୟେକଟି ମଣିଷ ଚାତକ ପରି ଅନାଇ ବସି ରହିଥାଏ । ଆଜି ଭୋର୍ରେ ସେହି ବ୍ରାହ୍ମ ମୁହୁର୍ତ୍ତରେ ପୁରୁଷ ଏବଂ ପ୍ରକୃତିର ମିଳନର ପର୍ବ ବା ସଂହାରକର୍ତ୍ତା ଆଶୁତୋଷଙ୍କ ସହ…