Browsing Tag

SJTA Chief Administrator Dr. Krishan Kumar

ଆସନ୍ତା ୨୪ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ପୁରୀ - ଆସନ୍ତା ୨୪ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର ମେଘନାଦ ପାଚେରୀ କଡରୁ ୭୫ ମିଟର ପରିଧି ମଧ୍ୟରେ ଐତିହ୍ୟ ସୁରକ୍ଷା କରିଡର ନିର୍ମାଣ ପାଇଁ ଯୋଜନା ରହିଛି । ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଆଧାର କରି…

ଆସନ୍ତା ୪ ତାରିଖରୁ ଶ୍ରୀମନ୍ଦିର କର୍ମଚାରୀ ଓ ସେବାୟତଙ୍କ ପାଇଁ ଡ୍ରେସକୋଡ୍ ଲାଗୁ

ପୁରୀ – ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୪ ତାରିକରୁ ଶ୍ରୀମନ୍ଦିର କର୍ମଚାରୀ ଓ ସେବାୟତଙ୍କ ପାଇଁ ଲାଗୁ ହେବ ଡ୍ରେସକୋଡ୍ । ସେବାୟତମାନେ ଗର୍ଭଗୃହକୁ ଗଲେ ସ୍ୱତନ୍ତ୍ର ରଙ୍ଗର ପାଟ ମକୁଟା ପିନ୍ଧିବେ । ଗତମାସରେ ଶ୍ରୀମନ୍ଦିର…

ମହାବାହୁଙ୍କ ଭକ୍ତି ରସରେ ସିକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ – ଶ୍ରୀଜିଉଙ୍କ ବାହୁଡା ଯାତ୍ରାରେ ଗତକାଲି ଭାବାବେଗ ପରିବେଶ ଦେଖିବାକୁ ମିଳିଥିଲା । ରଥଟଣା ଚାଲିଥିବା ବେଳେ ପ୍ରବଳ ବର୍ଷାରେ ସେବାୟତଙ୍କ ସହିତ ଓଦା ହୋଇ ମହାପ୍ରଭୁଙ୍କ ଭକ୍ତି ରସରେ ମଜି ଯାଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର । ପ୍ରବଳ ବର୍ଷାରେ ସେବାୟତଙ୍କ ସହ…

ଶୃଙ୍ଖଳିତ ରଥଯାତ୍ରା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସେବାୟତଙ୍କ ସହ ମିଶି ଗାଇଲେ…

ପୁରୀ- କୋରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସୁରୁଖୁରୁରେ ସଂପନ୍ନ ହୋଇଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ରଥଯାତ୍ରା ନୀତିକାନ୍ତି ବିନା ବାଧାବିଘ୍ନରେ ସୁରୁଖୁରୁରେ ହୋଇଛି ଓ…

ଦେବସ୍ନାନ ପୂର୍ଣ୍ଣିମା ନେଇ ଦଇତାପତି ନିଯୋଗ ସହ ଆଲୋଚନା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ – ଆସନ୍ତା ଦେବସ୍ନାନ ପୂର୍ଣ୍ଣିମା ନେଇ ଦଇତାପତି ନିଯୋଗ ସହ ଆଲୋଚନା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର । କୋଭିଡ କଟକଣାରେ ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି କିଭଳି ପରିଚାଳନା ହେବ,ସେ ନେଇ ଆଲୋଚନା କରାଯିବ । ସୂଚନାଯୋଗ୍ୟ ଯେ, ଏ ବର୍ଷ ମଧ୍ୟ କୋଭିଡ…