Browsing Tag

SJTA

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ୨୦୨୧-୨୨ ବର୍ଷ ପାଇଁ ୧୯୦.୨୬ କୋଟିର ବଜେଟ୍ ଅନୁମୋଦିତ

ପୁରୀ- ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୧୯୦ ଦଶମିକ ୨୬ କୋଟି ଟଙ୍କାର ବଜେଟ୍ ଅନୁମୋଦନ ହୋଇଛି । ଖଣିରୁ ୧ କୋଟି, ବ୍ୟାଙ୍କ ସୁଧରୁ ୩୬ କୋଟି ଓ ହୁଣ୍ଡିରୁ ୬ କୋଟି ଆୟ ହୋଇଛି । ଖଣିରୁ ପଥର ଆମଦାନୀ ପାଇଁ ଓଏମସି ସହ ଚୁକ୍ତି କରିବାକୁ ବୈଠକରେ ନିଷ୍ପତ୍ତି…

ଆସନ୍ତା ୪ ତାରିଖରୁ ଶ୍ରୀମନ୍ଦିର କର୍ମଚାରୀ ଓ ସେବାୟତଙ୍କ ପାଇଁ ଡ୍ରେସକୋଡ୍ ଲାଗୁ

ପୁରୀ – ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୪ ତାରିକରୁ ଶ୍ରୀମନ୍ଦିର କର୍ମଚାରୀ ଓ ସେବାୟତଙ୍କ ପାଇଁ ଲାଗୁ ହେବ ଡ୍ରେସକୋଡ୍ । ସେବାୟତମାନେ ଗର୍ଭଗୃହକୁ ଗଲେ ସ୍ୱତନ୍ତ୍ର ରଙ୍ଗର ପାଟ ମକୁଟା ପିନ୍ଧିବେ । ଗତମାସରେ ଶ୍ରୀମନ୍ଦିର…

ଆଜିଠାରୁ କାର୍ତ୍ତିକ ବ୍ରତ, ହବିଷ୍ୟାଳିଙ୍କୁ ଶ୍ରୀକ୍ଷେତ୍ର ମନା, ସେବାୟତଙ୍କ ପାଇଁ ନୂଆ ଡ୍ରେସକୋଡ୍ ଲାଗୁ

ପୁରୀ- ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । କିନ୍ତୁ କୋରୋନା ଯୋଗୁଁ ହବିଷ୍ୟାଳିଙ୍କୁ ଶ୍ରୀକ୍ଷେତ୍ର ମନା ହୋଇଛି । କଟକଣା ସତ୍ତ୍ୱେ ଭିଡ ସମ୍ଭାବନା ଥିବାରୁ ନିୟନ୍ତ୍ରଣ ପାଇଁ ଅଧିକ ସଂଖ୍ୟକ ଫୋର୍ସ ମୁତୟନ କରାଯାଇଛି । ଏହାଛଡା ସେବାୟତଙ୍କ ପାଇଁ ଆଜିଠାରୁ ଡ୍ରେସକୋଡ୍ ନିୟମ ବି ଲାଗୁ…