ବର୍ଷାରେ ଭିତ୍ତିଭୂମି ନଷ୍ଟ ଆଶଙ୍କା କମ୍, ବାତ୍ୟା ଗଲା ପରେ ଚାଷଜନିତ କ୍ଷୟକ୍ଷତିକୁ ପ୍ରାଥମିକତା ଭିତ୍ତିରେ ଆକଳନ…
ଭୁବନେଶ୍ୱର- ବାତ୍ୟା ଜୱାଦ ବର୍ତ୍ତମାନ ବିଶାଖାପାଟଣାରୁ ୨୧୦ କିଲୋମିଟର, ଗୋପାଳପୁରଠାରୁ ୩୨୦ କିଲୋମିଟର, ପୁରୀରୁ ୩୯୦ କିମି, ପାରାଦୀପରୁ ୪୭୦ କିମି ଦୂରରେ ରହିଛି । ଘଣ୍ଟାକୁ ୬ କିଲୋମିଟର ବେଗରେ ବାତ୍ୟା ଗତି କରୁଛି । ବାତ୍ୟା ରିକର୍ଭ ହୋଇ ବେଗ କମିବ ବୋଲି ଆଇଏମଡି ସୂଚନାକୁ ଭିତ୍ତି କରି…