Browsing Tag

Tara Tarini Temple

ତାରାତାରିଣୀ ପୀଠରେ ଧ୍ଵଜା ଓ ତ୍ରିଶୂଳ ସ୍ଥାପିତ: ପ୍ରତିଷ୍ଠା ଉତ୍ସବ ସମାରୋପ

ଛତ୍ରପୁର: ଗଞ୍ଜାମ ଜିଲ୍ଲାବାସୀଙ୍କ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ନୂତନ ମନ୍ଦିରର ୬ ଦିନିଆ ପ୍ରତିଷ୍ଠା ମହୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ସମାରୋପ ଘଟିଛି। ଶେଷ ସନ୍ଧ୍ୟାରେ ମନ୍ଦିର ଚୂଡାରେ ସ୍ଥାପିତ ହୋଇଛି ପବିତ୍ର ତ୍ରିଶୂଳ ଓ ଧ୍ଵଜା। ସମ୍ପନ୍ନ ହୋଇଛି ପାର୍ଶ୍ଵ ଦେବାଦେବୀଙ୍କ ପ୍ରତିଷ୍ଠା…

ମା’ ତାରାତାରିଣୀ ମନ୍ଦିର: ରାଜ୍ୟର ପ୍ରଥମ ୫-ଟି ରୂପାନ୍ତରଣ ସମ୍ପନ୍ନ ପ୍ରସିଦ୍ଧ ଶକ୍ତି ପୀଠ ଓ ପର୍ଯ୍ୟଟନସ୍ଥଳ

ଛତ୍ରପୁର: ଯଦିଓ ସେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ, କିନ୍ତୁ କେବଳ ଦକ୍ଷିଣ ଓଡ଼ିଶା କିମ୍ବା ସମଗ୍ର ରାଜ୍ୟ ନୁହେଁ ବରଂ ସାରା ଦେଶର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ମା' ତାରାତାରିଣୀ ମନ୍ଦିର। ଏକଦା କେବଳ ଏକ ଅପେକ୍ଷାକୃତ କମ୍ ପ୍ରସିଦ୍ଧ ଧାର୍ମିକ ପୀଠ ଭାବେ ପରିଚିତ ଥିବା ଏହି ଶକ୍ତି…

ମା’ ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ଅବସରରେ କଳସ ଯାତ୍ରା

ଛତ୍ରପୁର: ଗଞ୍ଜାମ ଜିଲ୍ଲାବାସୀଙ୍କ ଆରାଧ୍ୟା ଦେବୀ ମା' ତାରାତାରିଣୀଙ୍କ ଭବ୍ୟ ନୂତନ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଜାରି ରହିଛି। ଦ୍ବିତୀୟ ଦିନ ସୋମବାର ସକାଳେ ଜଳପୂର୍ଣ୍ଣ କଳସ ଯାତ୍ରା ସମ୍ପନ୍ନ ହୋଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ…

ଦୁଇ ଦଶନ୍ଧିରେ ତାରାତାରିଣୀ ମନ୍ଦିରର କ୍ରମବିକାଶ

ଛତ୍ରପୁର: କେବଳ ଗଞ୍ଜାମ ଜିଲ୍ଲା ନୁହେଁ ସମଗ୍ର ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ମା' ତାରାତାରିଣୀଙ୍କ ମନ୍ଦିର। କୁହାଯାଏ ମହାଦେବଙ୍କ ମୋହାଚ୍ଛନ୍ନ ଅବସ୍ଥାକୁ ଭଗ୍ନ କରିବା ପାଇଁ ଦେବୀ ସତୀଙ୍କ ମର ଶରୀରକୁ ଯେତେବେଳେ ପ୍ରଭୁ ଶ୍ରୀବିଷ୍ଣୁ ସୁଦର୍ଶନ ଚକ୍ରରେ ଖଣ୍ଡିତ କରିଥିଲେ ସେତେବେଳେ…