Browsing Tag

Tokyo Olympics 2021

ଟୋକିଓ ଅଲିମ୍ପିକ୍ସ: ହକିରେ ଭାରତର ବିଜୟ ଅଭିଯାନ, ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଲା

ଟୋକିଓ: ଚାରି ଦଶନ୍ଧି ପରେ ଅଲିମ୍ପିକ୍ ପଦକ ଲକ୍ଷ୍ୟରେ ଥିବା ଭାରତୀୟ ପୁରୁଷ ହକି ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଭାରତ ୩-୨ ଗୋଲ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଭାରତ ପକ୍ଷରୁ ରୂପିନ୍ଦର ପାଲ୍ ସିଂ ପେନାଲ୍ଟି ଷ୍ଟ୍ରୋକ୍ ଜରିଆରେ ଗୋଟିଏ ଗୋଲ୍ ସ୍କୋର…

ଆଜିଠାରୁ ଟୋକିଓ ଅଲିମ୍ପିକ୍ସ, ସର୍ବଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷ୍ୟରେ ଭାରତ

ଟୋକିଓ: ବର୍ଷେ କାଳ ସ୍ଥଗିତ ରହିବା ପରେ ଶୁକ୍ରବାର ଠାରୁ ଆରମ୍ଭ ହେଉଛି ଟୋକିଓ ଅଲିମ୍ପିକ୍ସ । କରୋନା ମହାମାରୀ ଜନିତ ନିରାଶା ମଧ୍ୟରେ ବିଶ୍ୱ କ୍ରୀଡାର ଏହି ମହାକୁମ୍ଭ ଆୟୋଜନ ପାଇଁ ପ୍ରସ୍ତୁତ ଟୋକିଓ ନଗରୀ । ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଚଳିତ ଥରର ସଂସ୍କରଣକୁ ‘ଆଶାର…

ଟୋକିଓ ଅଲିମ୍ପିକ୍ସରେ ସୁନ୍ଦରଗଡ଼ ଜିଲ୍ଲାର ୪ ହକି ଖେଳାଳି, ଉତ୍ସାହ ଭରିବା ପାଇଁ ରାଉରକେଲା ମହାନଗର ନିଗମର କ୍ୟାମ୍ପେନ

ରାଉରକେଲା, ୨୨ ଜୁଲାଇ ୨୦୨୧: ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ସାମିଲ ହୋଇଥିବା ଭାରତୀୟ ହକି ଟିମରେ ସୁନ୍ଦରଗଡ଼ ଜିଲ୍ଲାର ୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଏହା ଜିଲ୍ଲା ପାଇଁ ଅତ୍ୟନ୍ତ ଗୌରବର ବିଷୟ। ଭାରତୀୟ ହକି ଟିମ୍ ସହିତ ସ୍ଥାନୀୟ ଖେଳାଳିମାନଙ୍କ ମନରେ ଉତ୍ସାହ ଭରିବା ପାଇଁ ରାଉରକେଲା…