ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ବନ୍ଦ କରାଯିବା ପଛରେ ଥିଲେ ଜଣେ ଭାରତୀୟ
ନ୍ୟୁୟର୍କ - ଆମେରିକା ସଂସଦ ଭବନ (କ୍ୟାପିଟଲ ବିଲ୍ଡିଂ)ରେ ହିଂସାକାଣ୍ଡ ପାଇଁ ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ଏହି ମାଇକ୍ରୋ ବ୍ଲଗିଂ ସାଇଟ୍ ସବୁଦିିନ ପାଇଁ ବନ୍ଦ କରିଥିଲା । ତେବେ ଏହି ବଡ଼ ନିଷ୍ପତ୍ତି ପଛରେ ଭାରତୀୟ ବଂଶୋଦ୍ଭବ ବିଜୟା ଗାଡେଙ୍କ…