Browsing Tag

U-19 World Cup

ଅଣ୍ଡର-୧୯ ବିଶ୍ୱକପ: ଇଂଲଣ୍ଡକୁ ହରାଇ ଭାରତ ପଞ୍ଚମ ଥର ଚାମ୍ପିୟନ୍

ଆଣ୍ଟିଗୁଆ: ଅଣ୍ଡର-୧୯ କ୍ରିକେଟ୍ ବିଶ୍ୱକପରେ ପୁଣି ଭାରତ ଆଧିପତ୍ୟ ଜାହିର କରିଛି । ଭାରତ ରେକର୍ଡ ପଞ୍ଚମ ଥର ପାଇଁ ଟାଇଟଲ୍ ହାସଲ ଜିତିଛି | ଆଣ୍ଟିଗୁଆର ଭିଭିଆନ୍ ରିଚାର୍ଡସ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତ ଇଂଲଣ୍ଡକୁ ୪ ୱିକେଟରେ ହରାଇ ଚାମ୍ପିୟନ ମୁକୁଟ ପିନ୍ଧିଛି ।…