Browsing Tag

UGC

ୟୁଜିସି ଓ ଏଆଇସିଟିଇର ସ୍ଥାନ ନେବ ‘ଏଚଇସିଆଇ’

ନୂଆଦିଲ୍ଲୀ - ଏକ ନୂତନ ଶିକ୍ଷା ନୀତି ପ୍ରତିଷ୍ଠା ଦିଗରେ ଆଉ ଏକ ପଦକ୍ଷେପ ପୂର୍ବକ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏବଂ ଏଆଇସିଟିଇର ମିଶ୍ରଣ କରାଯାଇ ଦେଶରେ ସବୁ ଉଚ୍ଚଶିକ୍ଷା ପାଇଁ ଗୋଟିଏ ନିୟାମକ ଆୟୋଗ ଗଠନ କରାଯିବ । ଡାକ୍ତରୀ ଏବଂ ଆଇନ ଶିକ୍ଷା ଛାଡ଼ି ଅନ୍ୟ ସମସ୍ତ ପାଠ୍ୟକ୍ରମ…