Browsing Tag

Unemployment Rate

ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ବେକାରୀ ଦୂରୀକରଣ ଭଳି ଆହ୍ବାନପୂର୍ଣ୍ଣ କାମରେ ବି ଏକ ନମ୍ବର

ନୂଆଦିଲ୍ଲୀ: ନିଯୁକ୍ତି କ୍ଷେତ୍ରରେ ଓଡ଼ିଶା ଅନ୍ୟ ସବୁ ରାଜ୍ୟ ପାଇଁ ରୋଲ ମଡେଲ୍ ସାଜିଛି । ଦେଶର ଅନ୍ୟ ରାଜ୍ୟ ମାନଙ୍କ ଅପେକ୍ଷା ଓଡ଼ିଶାରେ ବେକାରୀ ହାର ସବୁଠୁ କମ୍ ରେକର୍ଡ କରାଯାଇଛି ଅର୍ଥାତ୍ ଓଡ଼ିିଶାରେ ନିଯୁକ୍ତି ହାର ସର୍ବାଧିକ । ଏକ ଘରୋଇ ସଂସ୍ଥା ‘ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍…