Browsing Tag

Vigilance Raids

ଭିଜିଲାନ୍ସ ଚଢାଉ ପରେ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ୧୪୪୦ ଗ୍ରାମ ସୁନା ଓ ୨୪ ଲକ୍ଷ ଟଙ୍କାର ହାର ମିଳିଲା

ଭୁବନେଶ୍ୱର – ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଦୀର୍ଘ ୨୩ ଘଣ୍ଟାର ଭିଜିଲାନ୍ସ ଚଢାଉ ପରେ ଜବତ ସାମଗ୍ରୀର ତଥ୍ୟ ମିଳିଛି । ବିଧାୟକଙ୍କ ଘରୁ ୧ ହଜାର ୪୪୦ ଗ୍ରାମ ସୁନା, ୨୪ ଲକ୍ଷ ୨୫ ହଜାର ଟଙ୍କାର ନେକଲେସ ମିଳିଛି । ଏଥିସହ ଜମିଜମା ସଂପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର…

ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଦୀର୍ଘ ୨୩ ଘଣ୍ଟାର ଭିିଜିଲାନ୍ସ ଚଢାଉ ଶେଷ

ଭୁବନେଶ୍ୱର- ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ସାରା ରାତି ଭିଜିଲାନ୍ସ ଚଢାଉ କରିଛି । ଦୀର୍ଘ ୨୩ ଘଣ୍ଟା ଚଢାଉ ପରେ ଆଜି ସକାଳ ୬ଟାରେ ପ୍ରଦୀପଙ୍କ ଘରୁ ଫେରିଛି ଭିଜିଲାନ୍ସ । ବହୁ ଜମିଜମା ସଂପତ୍ତିର କାଗଜପତ୍ର, ବ୍ୟାଙ୍କ ପାସବୁକ୍ ଜବତ…

ବିଧାୟକ ପ୍ରଦୀପ ପାଣିଗ୍ରାହୀ ଠୁଳ କରିଛନ୍ତି ୫ କୋଟି ୫ ଲକ୍ଷରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି , ବିଧାୟକ ଓ…

ବ୍ରହ୍ମପୁର – ଦୁର୍ନୀତି କଳଙ୍କିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଡିଲାନ୍ସ ଚଢାଉ ହୋଇଛି । ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ଟାଟା କଂପାନିରେ ଚାକିର ଦେବା ନାଁରେ ଠକେଇ ମାମଲାରେ ଆଜି ସକାଳେ ଚଢାଉ କରିଛି ଭିଜିଲାନ୍ସ । ବିଧାୟକଙ୍କ ମୁଖ୍ୟ ସହଯୋଗୀ ସର୍ବେଶ୍ୱର ରାଓ,…

ଭିଜିଲାନ୍ସ ଜାଲରେ ବଲାଙ୍ଗିର ସ୍ୱତନ୍ତ୍ର ଯୋଜନା ଅଧିକାରୀଙ୍କ ଅଫିସ୍ କର୍ମଚାରୀ

ବଲାଙ୍ଗିର – ବଲାଙ୍ଗିର ସ୍ୱତନ୍ତ୍ର ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟର ନକ୍ସା ଅଙ୍କନକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଜୀବଦୀଶ ପାତ୍ରଙ୍କ ଘରେ ଚଢାଉ ହୋଇଛି । ତାଙ୍କର ବଲାଙ୍ଗିର ସ୍ଥିତ ଆଦର୍ଶପଡା ଘରେ ଓ ଶିକାବେହେଙ୍ଗା ପୈତୃକ ଘରେ ବି…

ଖୋର୍ଦ୍ଧା ପୌର ପରିଷଦର ଟିକସ ସଂଗ୍ରହ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ରେଡ୍ 

ଖୋର୍ଦ୍ଧା- ଖୋର୍ଦ୍ଧା ପୌର ପରିଷଦର ଟିକ୍ସ ସଂଗ୍ରହ କର୍ମଚାରୀଙ୍କ ଘରେ ଚଢାଉ ହୋଇଛି । ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ସଦାଶିବ ସ୍ୱାଇଁଙ୍କ ଘରେ ରେଡ୍ ହୋଇଛି । ଗୁରୁଜଙ୍ଗ ସ୍ଥିତ ବାସଭବନ ଏବଂ ଅନ୍ୟ ଏକ ସ୍ଥାନରେ ବି ଭିଜାଲାନ୍ସ ଚଢାଉ ହୋଇଥିବା ସୂଚନା ମିଳିଛି ।