Browsing Tag

Vishwanathan Anand

ଆନନ୍ଦଙ୍କ ଉପରେ ହେବ ବାୟୋପିକ୍

ମୁମ୍ବାଇ - ରୁଷର ଆଧିପତ୍ୟ ଶେଷ କରି ଚେସ୍ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଶ୍ୱନାଥନ ଆନନ୍ଦଙ୍କ ଜୀବନୀ ଉପରେ ଏକ ବାୟୋପିକ୍ ନିର୍ମାଣ କରାଯିବ। ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାୟ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଏବଂ ପ୍ରଯୋଜନା କରିବେ । ଆନନ୍ଦ ଏଲ୍ ରାୟ…