Browsing Tag

Web Series Tandav

‘ତାଣ୍ଡବ’ପାଇଁ ଆମାଜନ ପ୍ରାଇମ ଭିଡିଓର ନିଃସର୍ତ୍ତ କ୍ଷମା ପ୍ରାର୍ଥନା

ନୂଆଦିଲ୍ଲୀ - ଆମାଜନ ପ୍ରାଇମ୍ ଭିଡିଓ ଏହାର ବିବାଦୀୟ ସିରିଜ୍ ‘ତାଣ୍ଡବ’ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିିଛି । ଏହି ୱେବ୍ ସିରିଜ୍ ପାଇଁ ଆମାଜନ ପ୍ରାଇମ୍ ଭିଡିଓ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ମାମଲା ରୁଜୁ ହୋଇଥିଲା । ‘ତାଣ୍ଡବ’ରେ ହିନ୍ଦୁ ଦେବାଦେବୀଙ୍କୁ ଆପତ୍ତିଜନକ ଭାବେ…

‘ତାଣ୍ଡବ’ ନିର୍ମାତାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପରେ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ୍ ସାମୟିକ ଭାବେ ବନ୍ଦ

ନୂଆଦିଲ୍ଲୀ – ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ଟ୍ୱିଟର ଆକାଉଣ୍ଟ୍‌କୁ ସାମୟିକ ଭାବେ ବନ୍ଦ କରାଯାଇଛି । ୱେବ୍ ସିରିଜ୍ ‘ତାଣ୍ଡବ’ର ନିମାର୍ତାଙ୍କ ଉପରେ ଏକ ପୋଷ୍ଟ ଜରିଆରେ ବିବାଦୀୟ ଟିପ୍ପଣୀ କରିଥିବାରୁ ତାଙ୍କ ଟ୍ୱିଟର ଆକାଉଣ୍ଟ୍ ଉପରେ ସାମୟିକ କଟକଣା ଲାଗିଛି । ବର୍ତ୍ତମାନ ଡିଲିଟ୍…

‘ତାଣ୍ଡବ’ ବିବାଦ: କ୍ଷମା ମାଗିଲେ ନିର୍ଦ୍ଦେଶକ, ସୈଫ୍‌ଙ୍କ ସୁରକ୍ଷା ବଢ଼ିଲା

ନୂଆଦିଲ୍ଲୀ - ଆମାଜନ ପ୍ରାଇମ୍ ଭିଡିଓର ନୂଆ ୱେବ୍ ସିରିଜ୍ ‘ତାଣ୍ଡବ’କୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ଏହାର ନିର୍ଦ୍ଦେଶକ ଅଲ୍ଳୀ ଅବାସ ଜାଫର ଲୋକଙ୍କୁ ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା କରିଛନ୍ତି । ପୂରା ‘ତାଣ୍ଡବ’ ଟିମ୍ ତରଫରୁ ଜାରି ଏକ ବିବୃତିରେ ଜାଫର କହିଛନ୍ତି ଯେ,…

ୱେବ୍ ସିରିଜ୍ ‘ତାଣ୍ଡବ’କୁ ନେଇ ବିବାଦ, ଆମାଜନ୍ ପ୍ରାଇମ୍ ଭିଡିଓକୁ କେନ୍ଦ୍ରର ନୋଟିସ୍‌

ନୂଆଦିଲ୍ଲୀ - ଆମାଜାନ୍ ପ୍ରାଇମ୍ ଭିଡିଓର ନୂଆ ୱେବ୍ ସିରିଜ୍ ‘ତାଣ୍ଡବ’କୁ ନେଇ ବିବାଦ ସୃଷ୍ଟି ହୋଇଛି । ଏଥିରେ ହିନ୍ଦୁ ଦେବାଦେବୀଙ୍କୁ ତାଚ୍ଛଲ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଆମାଜନ ପ୍ରାଇମ୍ ଭିଡିଓକୁ ନୋଟିସ୍ ପଠାଇ ସ୍ପଷ୍ଟୀକରଣ ଲୋଡିଛି ।…