Browsing Tag

Western Odisha MP

ଦଳୀୟ ସାଂସଦଙ୍କୁ ନେଇ ଅଡୁଆରେ ପଶ୍ଚିମ ଓଡ଼ିଶା ବିଜେପି, ପ୍ରମାଣ ଗଣୁଛନ୍ତି ପଦ୍ମଦଳିଆ ପ୍ରାର୍ଥୀ ଓ କର୍ମୀ

ସମ୍ବଲପୁର : ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ରାଜନୀତି ସରଗରମ ହୋଇଉଠିଲାଣି। ସବୁ ନେତା ଏବେ ଗାଁ ମୁହାଁ। ପଞ୍ଚାୟତ ଦଖଲ ପାଇଁ ସବୁ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀଙ୍କ ସହ ମଇଦାନକୁ ଓହ୍ଲାଇ ସାରିଛନ୍ତି। ହେଲେ ଏଭଳି ସ୍ଥିତିରେ ଯିଏ ପ୍ରଚାରର ମଙ୍ଗ ଧରିବା କଥା, ସେମାନଙ୍କ ଦେଖା ମିଳୁନାହିଁ।…