Browsing Tag

WhatsApp

ଏବେ ହ୍ୱାଟସଆପ୍ ପେ’ ଜରିଆରେ କରିହେବ ଟଙ୍କା ଦେଣନେଣ, ୟୁପିଆଇ ବେସ୍‌ଡ ପେମେଂଟ୍ ପାଇଁ ହ୍ୱାଟସଆପ୍‌କୁ ମିିଳିଲା ଅନୁମତି

ନୂଆଦିଲ୍ଲୀ - ହ୍ୱାଟସଆପ୍‌କୁ ଭାରତରେ ୟୁପିଆଇ ବେସ୍‌ଡ ପେମେଂଟ୍ କରିବାକୁ ଅନୁମତି ମିଳିଯାଇଛି । ଏହା ଦ୍ୱାରା ଆପଣ ଖୁବ୍ ଶୀଘ୍ର ହ୍ୱାଟସଆପ୍ ଜରିଆରେ ଟଙ୍କା ଦେଣନେଣ କରିପାରିବେ । ନ୍ୟାସନାଲ ପେମେଂଟ୍ କର୍ପୋରେସନ ଅଫ୍ ଇଣ୍ଡିଆ- ଏନପିସିଆଇ ପକ୍ଷରୁ ମିଳିଥିବା ଅନୁମତି ଫଳରେ ଏଣିକି ୟୁପିଆଇ…