Browsing Tag

Zero Night Celebration

କଟକ ଓ ଗଞ୍ଜାମ ଜିଲ୍ଲାରେ ଜିରୋ ନାଇଟ ସେଲିବ୍ରେସନ ଉପରେ ରୋକ୍‌

କଟକ- କଟକରେ ଜିରୋ ନାଇଟ ସେଲିବ୍ରେସନକୁ ବାରଣ କରିଛି ପ୍ରଶାସନ । କୋରୋନା ସଂକ୍ରମଣ ବଢିବା ଆଶଙ୍କାରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଇଛି କଟକ ମହାନଗର ନିଗମ । ହୋଟେଲ, ମଣ୍ଡପ, କ୍ଲବରେ ଡିସେମ୍ବର ୩୧ ତାରିଖରେ ଭିଡ ଜମାଇବାକୁ ମନା କରିଛି ସିଏମସି । ଲୋକେ ଘରେ ରହି ନୂଆ ବର୍ଷ…

ରାଜଧାନୀରେ ଜିରୋ ନାଇଟ ସେଲିବ୍ରେସନ ମନା, ନଜର ରଖିବେ ୧୨ଟି ସ୍ପେଶାଲ ଟିମ୍

ଭୁବନେଶ୍ୱର- ରାଜଧାନୀରେ ଜିରୋ ନାଇଟ ସେଲିବ୍ରେସନ ମନା ହୋଇଛି । ଏଥିପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯିବ । ରାଜଧାନୀରେ ୧୨ଟି ସ୍ପେଶାଲ ଟିମ୍ ନିୟୋଜିତ ହେବେ । ହୋଟେଲ କିମ୍ବା ପବ୍‌ରେ ଭିଡ ଜମାଇଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ହେବ । ବ୍ଲକିଂ ଓ ଚେକିଂକୁ ମଧ୍ୟ କଡାକଡି କରାଯିବ ।…