ବସରେ ଅଗ୍ନିକାଣ୍ଡ, ସମସ୍ତ ଯାତ୍ରୀ ସୁରକ୍ଷିତ

ଦାରିଙ୍ଗବାଡି-ଏକ ବଡ ଅଘଟଣରୁ ଅଳ୍ପକେ ବର୍ତିଲେ ଘରୋଇ ବସର ଯାତ୍ରୀ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଛକରେ ଏକ ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ ବସରେ ଥିବା ୩୦ରୁ ଅଧିକ ଯାତ୍ରୀ ସୁୁରକ୍ଷିତ ରହିଛନ୍ତି । ରୁଦ୍ରକାଳି ନାମକ ବସ୍ ବାଲିଗୁଡାରୁ ଓଡଗାଁ ଯାଉଥିଲା । ବସରେ କେମିତି ନିଆଁ ଲାଗିଲା, ତାହାର କାରଣ ଏ ଯାଏଁ ଜଣାପଡିନାହିଁ ।

Comments are closed.