‘ପରିଶ୍ରମ’ ପୋର୍ଟାଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଶ୍ରମିକମାନଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ । ଶ୍ରମିକମାନଙ୍କ ହିତସାଧନ ପାଇଁ ରାଜ୍ୟ ସରକାରଙ୍କ ୫-ଟି ଅଧୀନନରେ ପରିଶ୍ରମ ପୋର୍ଟାଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଜରିଆରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ବିଭିନ୍ନ ଶ୍ରମ ଆଇନ ଅନ୍ତର୍ଗତ ୨୨ଟି ସେବା ଅନଲାଇନରେ ଉପଲବ୍ଧ ହେବ ।

Comments are closed.