ନକ୍ସଲ ମହାଦେବ ମାଡକାମିର ଆତ୍ମସମର୍ପଣ, ଓଡିଶାର ବିକାଶମୂଳକ କାର୍ଯ୍ୟରେ ପ୍ରଭାବିତ

ଭୁବନେଶ୍ୱର : ମହାଦେବ ମାଡକାମି ନାମକ ଜଣେ ଦୁ୍‌ର୍ଦ୍ଦାନ୍ତ ନକ୍ସଲ ମାଲକାନଗିରି ଜିଲ୍ଲାରେ ଆତ୍ମସମର୍ପଣ କରିଛି । ମହାଦେବ ପାଇଁ ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା ।

ମହାଦେବର ଆତ୍ମସମର୍ପଣ ସଂପର୍କରେ ମାଲକାନଗିରି ଏସପି ରିଶିକେଶ ଖିଲାରୀ ଘୋଷଣା କରିଛନ୍ତି । ଓଡିଶା ଓ ପଡୋଶୀ ଛତିଶଗଡରେ ଉନ୍ନୟନମୂଳକ କାର୍ଯ୍ୟରେ ସେ ପ୍ରଭାବିତ ବୋଲି ମହାଦେବ କହିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

Comments are closed.