ଭୁବନେଶ୍ୱର –ଓଡିଆ ସାହିତ୍ୟର ଆଧୁନିକ ଯୁଗର ସ୍ରଷ୍ଟା କବିବର ରାଧାନାଥ ରାୟଙ୍କ ଆଜି ଜୟନ୍ତୀ । କବିବରଙ୍କ ଜୟନ୍ତୀରେ ଶ୍ରଦ୍ଧାଜଂଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଧାନାଥଙ୍କ ଚିଲିକା, ନନ୍ଦିକେଶ୍ୱରୀ ପରି କାଳଜୟୀ ସୃଜନ ସୃଷ୍ଟି ଓଡିଆ ସାହିତ୍ୟରେ ଏକ ନୂଆ ଯୁଗ ଆରମ୍ଭ କରିଥିଲା । ସାହିତ୍ୟ ଜଗତରେ ସେ ଛାଡି ଯାଇଥିବା ଛାପ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ।
ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗର ସ୍ରଷ୍ଟା କବିବର ରାଧାନାଥ ରାୟଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ଚିଲିକା, ନନ୍ଦିକେଶ୍ୱରୀ ପରି ତାଙ୍କ କାଳଜୟୀ ସୃଜନ ସୃଷ୍ଟି ଓଡ଼ିଆ ସାହିତ୍ୟରେ ଏକ ନୂଆ ଯୁଗ ଆରମ୍ଭ କରିଥିଲା। ସାହିତ୍ୟ ଜଗତରେ ସେ ଛାଡ଼ି ଯାଇଥିବା ଛାପ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। pic.twitter.com/pOUftGKmqR
— Naveen Patnaik (@Naveen_Odisha) September 28, 2020
Comments are closed.