ଆଜି କବିବର ରାଧାନାଥ ରାୟ ଜୟନ୍ତୀ, ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଜଂଳି | News Room Odisha

ଆଜି କବିବର ରାଧାନାଥ ରାୟ ଜୟନ୍ତୀ, ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଜଂଳି

ଭୁବନେଶ୍ୱର –ଓଡିଆ ସାହିତ୍ୟର ଆଧୁନିକ ଯୁଗର ସ୍ରଷ୍ଟା କବିବର ରାଧାନାଥ ରାୟଙ୍କ ଆଜି ଜୟନ୍ତୀ । କବିବରଙ୍କ ଜୟନ୍ତୀରେ ଶ୍ରଦ୍ଧାଜଂଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଧାନାଥଙ୍କ ଚିଲିକା, ନନ୍ଦିକେଶ୍ୱରୀ ପରି କାଳଜୟୀ ସୃଜନ ସୃଷ୍ଟି ଓଡିଆ ସାହିତ୍ୟରେ ଏକ ନୂଆ ଯୁଗ ଆରମ୍ଭ କରିଥିଲା । ସାହିତ୍ୟ ଜଗତରେ ସେ ଛାଡି ଯାଇଥିବା ଛାପ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ।