ନ୍ୟୁଜରୁମ୍ : ସକାଳର ଖବର

୧.୨୦୧୯ ପାଇଁ ଓଡିଶାକୁ ମିଳିଲା ‘ଷ୍ଟାର୍ଟ ଅପ୍ ଲିଡର’ ମାନ୍ୟତା

୨.୪ ଓଏଏସ ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର

୩.ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ବୈଷୟିକ କମିଟିର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପ ସ୍ଥାନ ପରିଦର୍ଶନ

୪.ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

୫.ଭାରତରେ କରୋନା ସଂକ୍ରମିତ ସଂଖ୍ୟା ୮୮ ଲକ୍ଷ ଉପରେ

୬.ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ କରୋନା

୭.ବିହାର: ନୀତୀଶ ଏନଡିଏ ବିଧାୟକ ଦଳ ନେତା ନିର୍ବାଚିତ, କ୍ରମାଗତ ଚତୁର୍ଥ ଥର ହେବେ ମୁଖ୍ୟମନ୍ତ୍ରୀ

୮.ଦାଦାସାହେବ ଫାଲକେ ପୁରସ୍କାର ବିଜେତା କିମ୍ବଦନ୍ତୀ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ପରଲୋକ

୯.ବିପିସିଏଲ୍ ଘରୋଇକରଣ: ସୋମବାର ଶେଷ ହେବ ନିଲାମ, ରିଲାଏନ୍ସ ଉପରେ ନଜର

୧୦.ଚୟନକର୍ତ୍ତା ଦୌଡ଼ରେ ଶିବସୁନ୍ଦର ଦାସ

Comments are closed.