ଭୁବନେଶ୍ୱର- ରାମଲିଙ୍ଗେଶ୍ୱର ଜଳାଶୟ ଓ ପାର୍କର ଲୋକାର୍ପଣ ଦ୍ୱାରା ରେଶମ ସହର ବ୍ରହ୍ମପୁର ଆହୁରି ସୁନ୍ଦର ହେବା ସହ ଜିଲ୍ଲାର ପର୍ଯ୍ୟଟନକୁ ନୂଆ ଦିଗ ମିଳିଛି । ଅବସର ବିନୋଦନର ପ୍ରମୁଖ କେନ୍ଦ୍ର ସାଜିଥିବା ଏହି ସ୍ଥାନ ବ୍ରହ୍ମପୁରକୁ ଆଦର୍ଶ ସହର ଭାବେ ଗଢି ତୋଳିବା ନେଇ ରାଜ୍ୟ ସରକାରଙ୍କ ପ୍ରୟାସର ଆଉ ଏକ ମାଇଲଖୁଂଟ ସାବ୍ୟସ୍ତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି । ଏଥିସହ ଏକ ଭିଡିଓ ବି ଜାରି କରାଯାଇଛି ।
ରାମଲିଙ୍ଗେଶ୍ଵର ଜଳାଶୟ ଓ ପାର୍କର ଲୋକାର୍ପଣ ଦ୍ଵାରା ରେଶମ ସହର ବ୍ରହ୍ମପୁର ଆହୁରି ସୁନ୍ଦର ହେବା ସହ ଜିଲ୍ଲାର ପର୍ଯ୍ୟଟନକୁ ନୂଆ ଦିଗ ମିଳିଛି। ଅବସର ବିନୋଦନର ପ୍ରମୁଖ କେନ୍ଦ୍ର ସାଜିଥିବା ଏହି ସ୍ଥାନ ବ୍ରହ୍ମପୁରକୁ ଆଦର୍ଶ ସହର ଭାବେ ଗଢି ତୋଳିବା ନେଇ ରାଜ୍ୟ ସରକାରଙ୍କ ପ୍ରୟାସର ଆଉ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। #Odisha pic.twitter.com/eKpud9Ar79
— CMO Odisha (@CMO_Odisha) January 7, 2021
Comments are closed.