କଂଗ୍ରେସର ଓଡିଶା ବନ୍ଦ ଡାକରାକୁ ସମର୍ଥନ କି ବିରୋଧ କଲା ନାହିଁ ଓଡିଶା ବ୍ୟବସାୟୀ ମହାସଂଘ | News Room Odisha

କଂଗ୍ରେସର ଓଡିଶା ବନ୍ଦ ଡାକରାକୁ ସମର୍ଥନ କି ବିରୋଧ କଲା ନାହିଁ ଓଡିଶା ବ୍ୟବସାୟୀ ମହାସଂଘ

ଭୁବନେଶ୍ୱର- ଇନ୍ଧନ ଦର ବୃଦ୍ଧି ପ୍ରତିବାଦରେ ସୋମବାର କଂଗ୍ରେସର ଓଡିଶା ବନ୍ଦ ଡାକରାକୁ ସମର୍ଥନ କି ବିରୋଧ କରିନି ଓଡିଶା ବ୍ୟବସାୟୀ ସଂଘ । ଓଡିଶା ବ୍ୟବସାୟୀ ମହାସଂଘ ସଚିବ ସୁଧାକର ପଣ୍ଡା କହିଛନ୍ତି ଯେ, ବନ୍ଦ ନେଇ କୌଣସି ରାଜନୈତିକ ଦଳ ବା ସଂଗଠନ ଅନୁରୋଧ କରିନାହାନ୍ତି । ଦୋକାନ ଖୋଲିବା ବା ବନ୍ଦ କରିବା ନିଷ୍ପତ୍ତି ଦୋକାନୀ ନେଇପାରିବେ ବୋଲି ସେ କହିଛନ୍ତି ।