Odia | News Room Odisha

Odia

Odia ଓଡ଼ିଶା ଖେଳ ଦେଶ ପଶ୍ଚିମ ଓଡିଶା ବିଦେଶ ମନୋରଞ୍ଜନ ସଂସ୍କୃତି ଓ ପରମ୍ପରା

ଦିନ ୨ଟା ୩୦ ସୁଦ୍ଧା ୬ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ, ଭୁବନେଶ୍ୱରରେ ସର୍ବାଧିକ ୪୩.୨ ଡିଗ୍ରୀ

ଭୁବନେଶ୍ୱର - ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଦିନ ୨ଟା ୩୦ ସୁଦ୍ଧା ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ଥିଲା । ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା । ଏଠାରେ ସର୍ବାଧିକ ତାପମାତ୍ରା ୪୩ ଦଶମିକ ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଝାରସୁଗୁଡାରେ ୪୨.୯ , ଚାନ୍ଦବାଲିରେ ୪୨.୨, ବାଲେଶ୍ୱରରେ ୪୧.୪, ରାଉରକେଲାରେ ୪୦.୮,…
Read More...

ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡିର ବିଜୟ ଅଭିଯାନ : ମୁଖ୍ୟମନ୍ତ୍ରୀଙ୍କ…

ହିଞ୍ଜିଳି - ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି-ଶେରଗଡରେ ବିରାଟ ଜନସଭା ସହ ଆଜି ବିଜୁ ଜନତା ଦଳର ବିଜୟ ଶଙ୍ଖ ଫୁଙ୍କିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହିଞ୍ଜିଳି ଓ ଶେରଗଡରେ…
Read More...

ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ବଡ଼ ଆକାରରେ କ୍ଷମା ପ୍ରାର୍ଥନା…

ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ପତଞ୍ଜଳି ପକ୍ଷରୁ ବୁଧବାର (ଏପ୍ରିଲ ୨୪) ଖବରକାଗଜରେ ପୁଣି ଏକ କ୍ଷମା ପ୍ରାର୍ଥନା ପ୍ରକାଶ କରାଯାଇଛି। ଏହାପୂର୍ବରୁ ପତଞ୍ଜଳି ଏପ୍ରିଲ ୨୨ରେ…
Read More...

ବିକାଶ ହେଉଛି ଆମର ପରିଚୟ: ନବୀନ ପଟ୍ଟନାୟକ, ହିଞ୍ଜିଳିରୁ ଆରମ୍ଭ କଲେ…

ବ୍ରହ୍ମପୁର: ବିକାଶ ହେଉଛି ଆମର ପରିଚୟ। ମାତ୍ର ବିକାଶକୁ ବିପକ୍ଷ ଦଳ ବିରୋଧ କରୁଛନ୍ତି। ଏଭଳି ବିରୋଧୀଙ୍କ ଅସଲ ରୂପ ଲୋକ ଜାଣନ୍ତି। ଲୋକେ ଏହାର ଜବାବ ଦେବେ। ଆମର ବିଜୟ ଧାରା ଜାରି ରହିବ।…
Read More...

ହିଞ୍ଜିଳିରୁ ବିଜେଡି ପାଇଁ ନିର୍ବାଚନ ପ୍ରଚାରର ଅନୁକୂଳ କଲେ ନବୀନ

ହିଞ୍ଜିଳି - ନିଜ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରୁ ବିଜେଡି ପାଇଁ ନିର୍ବାଚନ ପ୍ରଚାରର ଶଙ୍ଖ ଫୁଙ୍କିଛନ୍ତି ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ…
Read More...

ଆଜିଠୁ ପୁଣି ତାତି ପ୍ରକୋପ : ଆସନ୍ତା ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ…

ଭୁବନେଶ୍ୱର -ଆସନ୍ତା ୨୪ ଘଣ୍ଟା ପାଇଁ ୧୦ଟି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଦିଆଯାଇଛି। ବାଲେଶ୍ବର, ଭଦ୍ରକ, କଟକ, ଖୋର୍ଦ୍ଧା, ଗଞ୍ଜାମ,ଗଜପତି କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ନୟାଗଡ଼…
Read More...

ଭିଭିପାଟ୍-ଭୋଟ୍ ମେଳ ଆବେଦନ ଉପରେ ଆଜି ଆସିବ ସୁପ୍ରିମକୋର୍ଟ ରାୟ

ନୂଆଦିଲ୍ଲୀ: ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ସହିତ ଇଭିଏମ୍ ଜରିଆରେ ଦିଆଯାଉଥିବା ଭୋଟ୍ ର ଶତ ପ୍ରତିଶତ ମେଳ କରିବା ପାଇଁ ହୋଇଥିବା ଏକାଧିକ ଆବେଦନ ଉପରେ ସୁପ୍ରିମକୋର୍ଟ…
Read More...

ମାଲକାନଗିରି ଚାଲାନଗୁଡାରୁ ନଗଦ ୩୦ ଲକ୍ଷ ଟଙ୍କା ଜବତ

ମାଲକାନଗିରି - ନିର୍ବାଚନ ଋତୁରେ ଯାଞ୍ଚ ବେଳେ ଜବତ ହେଉଛି ପୁଳା ପୁଳା ନଗଦ ଟଙ୍କା। ଓଡ଼ିଶାରେ ଆଗରୁ ଦୁଇ ତିନିଟି ସ୍ଥାନରେ ଯାଞ୍ଚ ବେଳେ ନଗଦ ଟଙ୍କା ଜବତ କରିଛି ପୋଲିସ । ଏବେ ପୁଣି ଥରେ ଜବତ…
Read More...

ଆଜି ହିଞ୍ଜିଳିରୁ ନିର୍ବାଚନ ପ୍ରଚାରର ଶଙ୍ଖନାଦ କରିବେ ବିଜେଡି…

ବ୍ରହ୍ମପୁର: ଆଜିଠୁ ଆରମ୍ଭ ହେବ ବିଜେଡିର ନିର୍ବାଚନୀ ପ୍ରଚାର ଅଭିଯାନ। ଖୋଦ୍ ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ଓ ଶେରଗଡ଼…
Read More...

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ସଖି ଜସ ରାମ ଲଖନ କର ଜୋଟା । ତୈସେଇ ଭୂପ ସଂଗ ହୁଇ ଢୋଟା ॥ ସ୍ୟାମ ଗୌର ସବ ଅଂଗ ସୁହାଏ । ତେ ସବ କହହିଂ ଦେଖି ଜେ ଆଏ ॥ ଭାବାର୍ଥ :- ହେ ସଖୀ ! ଯେପରି ଶ୍ରୀରାମ ଓ…
Read More...

ଗୀତା ଉପଦେଶ: ଭଗବାନଙ୍କ ଠାରେ ହିଁ ମନକୁ କେନ୍ଦ୍ରିତ କର,ସକଳ ଦ୍ଵନ୍ଦରୁ…

ଶ୍ରୀ ଭଗବାନ ଅର୍ଜ୍ଜୁନଙ୍କୁ ଜ୍ଞାନ ଓ ବିଜ୍ଞାନର ସମ୍ପୂର୍ଣ୍ଣ ରହସ୍ୟ ସମ୍ବନ୍ଧରେ କହୁଛନ୍ତି- ମୟାସକ୍ତମନାଃ ପାର୍ଥ ଯୋଗଂ ଯୁଞ୍ଜନ୍ମଦାଶ୍ରୟଃ । ଅସଂଶୟଂ ସମଗ୍ରଂ ମାଂ ଯଥା ଜ୍ଞାସ୍ୟସି…
Read More...

ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାରେ ଈର୍ଷାନ୍ବିତ ଧର୍ମେନ୍ଦ୍ର ପ୍ରଧାନ,…

ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀ ନିର୍ବାଚନ ମୈଦାନକୁ ଓହ୍ଲାଇ ନାହାନ୍ତି , କିଛି ଲୋକଙ୍କ ବଦହଜମୀ ଆରମ୍ଭ ହୋଇଗଲାଣି । ଯୋଡି ଶଙ୍ଖ ଭିଡିଓ ଦେଖି ରାତିର ନିଦ ହଜିଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଯୋଡି…
Read More...

ଚହଲଙ୍କ ମାଇଲଖୁଣ୍ଟ, ପ୍ରଥମ ବୋଲର ଭାବେ ଆଇପିଏଲରେ ୨୦୦ ଓ୍ବିକେଟ୍ ନେଲେ

ଜୟପୁର: ରାଜସ୍ଥାନ ରୟାଲ୍ସର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଆଇପିଏଲରେ ପ୍ରଥମ ବୋଲର ଭାବେ ୨୦୦ ୱିକେଟ୍ ନେଇ ଇତିହାସ ରଚିଛନ୍ତି। ସୋମବାର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ…
Read More...

ମା଼’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଉଦଯାପିତ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ବାର୍ଷିକ ଚୈତ୍ର ମଙ୍ଗଳବାର ଯାତ୍ରା ପଞ୍ଚମ ପାଳି ସହ ଉଦଯାପିତ ହୋଇଛି। ଚୈତ୍ର ମାସର ଅନ୍ତିମ ମଙ୍ଗଳବାରରେ ମା'…
Read More...

ତାପମାତ୍ରାରେ ସାମାନ୍ୟ ହ୍ରାସ: ୪୨ ଡିଗ୍ରୀ ସହ ପାରଳାଖେମୁଣ୍ଡି ରାଜ୍ୟର…

ଭୁବନେଶ୍ୱର - ଆଜି ରାଜ୍ୟର ଅନେକ ସ୍ଥାନରେ ପୂର୍ବାପେକ୍ଷା ଦିନ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ଅନେକ ସହରରେ ପ୍ରାୟ ୨ ଡିଗ୍ରୀ ସେଲସିୟସ ଯାଏଁ ତାପମାତ୍ରା ହ୍ରାସ ପାଇଛି । ଭୁବନେଶ୍ୱର…
Read More...