କୋଭିଡ ଟିକା ପାଇଁ ଗ୍ଲୋବାଲ ଇ ଟେଣ୍ଡର ଜାରି କଲେ ରାଜ୍ୟ ସରକାର | News Room Odisha

କୋଭିଡ ଟିକା ପାଇଁ ଗ୍ଲୋବାଲ ଇ ଟେଣ୍ଡର ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର- କୋଭିଡ ଟିକା ପାଇଁ ଓଡିଶା ସରକାର ଗ୍ଲୋବାଲ ଇ ଟେଣ୍ଡର ଜାରି କରିଛନ୍ତି । କୋଭିଡ ଟିକା ଆମଦାନୀ ପାଇଁ ଗ୍ଲେ।।ବାଲ ଟେଣ୍ଡର ଡାକିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ସ୍ୱାକୃତ ଟିକା ପାଇଁ ରାଜ୍ୟ ଔଷଧ ନିଗମ ବିଜ୍ଞପ୍ତି ଜାରି କରିଛି । ଚଳିତମାସ ମେ ୨୦ ତାରିଖ ଦିନ ୩ଟାରୁ ୨୮ ତାରିଖ ଦିନ ୧୦ଟା ମଧ୍ୟରେ ଆବେଦନ କରିହେବ ।