ଚନ୍ଦନ ଯାତ୍ରା ପାଇଁ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ କୋଭିଡ ଟେଷ୍ଟ | News Room Odisha

ଚନ୍ଦନ ଯାତ୍ରା ପାଇଁ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ କୋଭିଡ ଟେଷ୍ଟ

ଭୁବନେଶ୍ୱର- ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ପୂର୍ବରୁ ସେବାୟତଙ୍କ କୋଭିଡ ଟେଷ୍ଟ କରାଯାଇଛି । ଚାପଖେଳ ପୂର୍ବରୁ ସେବାୟତଙ୍କ କୋଊିଡ ଟେଷ୍ଟ ବାଧ୍ୟତାମୂଳକ କରିଥିଲା ବିଏମସି । ଲିଙ୍ଗରାଜ ମନ୍ଦିର ଅଫିସରେ ୩୦ ସେବାୟତ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟ ହୋଇଛି । କୋରୋନା କଟକଣା ମଧ୍ୟରେ ଅକ୍ଷୟ ତୃତୀୟାରୁ ବିନ୍ଦୁ ସାଗରରେ ଚାପ ଖେଳ ଆରମ୍ଭ ହେବ ।