ନନ୍ଦନକାନନ ବଟାନିକାଲ ଗାର୍ଡେନ ପରିସରରେ ନିଆଁ | News Room Odisha

ନନ୍ଦନକାନନ ବଟାନିକାଲ ଗାର୍ଡେନ ପରିସରରେ ନିଆଁ

ଭୁବନେଶ୍ୱର- ନନ୍ଦନକାନନ ବଟାନିକାଲ ଗାର୍ଡେନ ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଶାଗୁଣା ପ୍ରଜନନ କେନ୍ଦ୍ରଠାରୁ ୫୦ ମିଟର ଦୂରରେ ନିଆଁ ଲାଗିଯାଇଥିଲା । ନନ୍ଦନକାନନର ପ୍ରାୟ ୨ ଏକର ଜମିରେ ନିଆଁ ଲାଗିଯାଇଥିଲା । ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ କର୍ମଚାରୀ କଡା ପରିଶ୍ରମ କରିଛନ୍ତି । ନିଆଁ ଲାଗିବାର କାରଣ ଜଣାପଡିନାହିଁ । ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନାହିଁ ।