ନାବାଳିକା ଗଣଦୁଷ୍କର୍ମ ମାମଲା : ଗିରଫ ୪ ଅଭିଯୁକ୍ତଙ୍କୁ ଆଜି ରିମାଣ୍ଡରେ ନେବ ନାହିଁ କ୍ରାଇମବ୍ରାଂଚ | News Room Odisha

ନାବାଳିକା ଗଣଦୁଷ୍କର୍ମ ମାମଲା : ଗିରଫ ୪ ଅଭିଯୁକ୍ତଙ୍କୁ ଆଜି ରିମାଣ୍ଡରେ ନେବ ନାହିଁ କ୍ରାଇମବ୍ରାଂଚ

ଭୁବନେଶ୍ୱର- ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ଆଜି ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ନାହିଁ କ୍ରାଇମବ୍ରାଂଚ । ୪ରୁ ୫ ଦିନ ପରେ ହିଁ ରିମାଣ୍ଡ ପାଇଁ ଚିନ୍ତା କରାଯିବ ବୋଲି କ୍ରାଇମବ୍ରାଂଚ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ୪ ଜଣଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ସେମାନଙ୍କୁ ଗିରଫ କରାଯାଇଛି । ଅନ୍ୟମାନଙ୍କ ବିରୋଧରେ ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ମାମଲାରେ ଗତକାଲି କ୍ରାଇମବ୍ରାଂଚ ୪ଜଣଙ୍କୁ ଗିରଫ କରିଛି ।

Bhubaneswar Infocity Gang Rape IssueCrime Branch