ନିଲମ୍ବିତ ସଂଜୟ ମିଶ୍ରଙ୍କ ସ୍ଥାନରେ ସୁଧାକର ନାୟକ ବଲାଙ୍ଗିରର ନୂଆ ଉପଜିଲ୍ଲାପାଳ | News Room Odisha

ନିଲମ୍ବିତ ସଂଜୟ ମିଶ୍ରଙ୍କ ସ୍ଥାନରେ ସୁଧାକର ନାୟକ ବଲାଙ୍ଗିରର ନୂଆ ଉପଜିଲ୍ଲାପାଳ

ଭୁବନେଶ୍ୱର – ଯୈାନ ଅସଦାଚରଣ ଯୋଗୁଁ ନିଲମ୍ବିତ ହୋଇଥିବା ସଂଜୟ ମିଶ୍ରଙ୍କ ସ୍ଥାନରେ ସୁଧାକର ନାୟକଙ୍କୁ ବଲାଙ୍ଗିରର ନୂଆ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ଗତକାଲି ମହିଳା ସହକର୍ମୀଙ୍କ ଅଭିଯୋଗ ପରେ ରାଜ୍ୟ ସରକାର ସଂଜୟ ମିଶ୍ରଙ୍କୁ ଉପଜିଲ୍ଲାପାଳ ପଦରୁ ନିଲମ୍ବନ କରିଥିଲେ । ତାଙ୍କୁ ଜିଲ୍ଲା ହେଡକ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।