ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର | News Room Odisha

ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.ମୁଖ୍ୟମନ୍ତ୍ରୀଙ୍କ କୋଭିଡ ପରିଚାଳନା ସମୀକ୍ଷା ବୈଠକ : ଆର୍ଥିକ ମାନ୍ଦାବସ୍ଥାରୁ ଗ୍ରାମାଂଚଳ ଲୋକଙ୍କୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ, କଟକ-ଭୁବନେଶ୍ୱରରେ କୋଭିଡ ନିୟମ ପାଳନ ତତ୍ୱାବଧାନ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ

୨.ଦିନିକିଆ କୋରୋନା ସୁସ୍ଥତା ସଂଖ୍ୟାରେ ରେକର୍ଡ, ଦିନକରେ ସୁସ୍ଥ ହେଲେ ସର୍ବାଧିକ ୪ ହଜାର ୧୨୧ ଆକ୍ରାନ୍ତ

୩.କୋଭିଡ ଚିିକିତ୍ସା ପାଇଁ ଅନ୍ୟ ଜିଲ୍ଲାରୁ ରୋଗୀ ଆସିପାରିବେ କଟକ, ଭୁବନେଶ୍ୱର, କୌଣସି କଟକଣା ନ ଥିବା ସ୍ପଷ୍ଟ କଲେ ରାଜ୍ୟ ସରକାର

୪.ହାଇକୋର୍ଟରେ କଟକ ଦୁର୍ଗାପୂଜା ମାମଲା, ମୂର୍ତି ନିର୍ମାଣର ସ୍ଥିତି ଅନୁସାରେ ଉଚ୍ଚତାକୁ ମିଳିବ ଅନୁମତି, ସ୍ଥିତି ନେଇ ଡିସିପିଙ୍କୁ ଜଣାଇବାକୁ କୋର୍ଟଙ୍କ ନିର୍ଦ୍ଦେଶ

୫.ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ : ପ୍ରାର୍ଥୀ ଓ ଦଳ ଛାପିବେ ଅପରାଧ ପୃଷ୍ଠଭୂମି

୬.ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକଙ୍କ ହେବ କୋଭିଡ ଟେଷ୍ଟ, ଗାଇଡଲାଇନ୍ସ ଜାରି କଲା ସ୍ୱାସ୍ଥ୍ୟ ବିଭାଗ

୭.ନୂଆ ପାର୍ଲାମେଂଟ ଭବନ ନିର୍ମାଣ ପାଇଁ ଟାଟାକୁ ମିଳିଲା ଠିକା

୮.୨୭ ବର୍ଷ ପରେ ସେପଟେମ୍ବର ୩୦ ତାରିଖରେ ଆସିବ ବାବ୍ରୀ ମସଜିଦ ଭଙ୍ଗା ମାମଲାରେ ରାୟ

୯.କୋଭିଡ ଟିକା : ଭାରତକୁ ସ୍ପୁଟନିକ-ଭି ଟିକାର ୧୦୦ ମିଲିଅନ ଡୋଜ୍ ଯୋଗାଇବ ରୁଷିଆ, ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆର ଅନୁମତିକୁ ଅପେକ୍ଷା

୧୦.ଅକ୍ସଫୋର୍ଡ କୋଭିଡ ଟିକାର କ୍ଲିନିକାଲ ଟ୍ରାଏଲ ପୁଣି ଆରମ୍ଭ ପାଇଁ ସିରମକୁ ଡିସିଜିଆଇ ଅନୁମତି