ନ୍ୟୁଜରୁମ: ସକାଳର ଖବର | News Room Odisha

ନ୍ୟୁଜରୁମ: ସକାଳର ଖବର

୧.ଫିକି ବୈଠକକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଓଡିଶା ହେବ ପୂର୍ବ ଭାରତର ଇଣ୍ଡଷ୍ଟ୍ରି ହବ୍ ,ନିବେଶ ପାଇଁ ରହିଛି ଉପଯୁକ୍ତ ପରିସ୍ଥିତି

୨.ଏହି ମାସ ୨୦ରୁ ୨୫ ତାରିଖ ମଧ୍ୟରେ ଖୋଲିବ ଶ୍ରୀମନ୍ଦିର, ପ୍ରଥମ ସପ୍ତାହରେ କେବଳ ପୁରୀର ଲୋକଙ୍କୁ ଦର୍ଶନ ପାଇଁ ଅନୁମତି

୩.ଚାକିରୀ ଠକେଇ ମାମଲାରେ ଆକାଶଙ୍କ ସଂପୃକ୍ତି ନେଇ ସ୍ପଷ୍ଟ କଲା କ୍ରାଇମବ୍ରାଂଚ, ଟାଟା ମୋଟର୍ସର ଏମଡି ଭାବେ କହି ଲୋକଙ୍କୁ ଲୁୁଟୁଥିଲେ

୪.ମୋ ସରକାର ୫-ଟି ପଦକ୍ଷେପକୁ ଉତ୍କର୍ଷତା ପୁରସ୍କାର

୫.ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଘୋଷଣା: କେରଳରେ ମାଗଣାରେ ଦିଆଯିବ କରୋନା ଟିକା

୬.ସିବିଆଇ ଦ୍ୱାରା ଜବତ ହୋଇଥିବା ୧୦୩ କେଜି ସୁନା ଗାଏବ୍

୭.ୟୁଜିସି ଓ ଏଆଇସିଟିଇର ସ୍ଥାନ ନେବ ‘ଏଚଇସିଆଇ’

୮.ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପିଏଫ୍ଆଇ ଯୁବ ନେତା ରାଉଫ୍ ସରିଫ୍ ଅଟକ

୯.ଚାଷୀ ଆନ୍ଦୋଳନ ସମର୍ଥନରେ ଜନ୍ମଦିନ ପାଳିଲେନି ଯୁବରାଜ