ବିନା କୋଭିଡ ରିପୋର୍ଟରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ, ଆଲୋଚନା ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ | News Room Odisha

ବିନା କୋଭିଡ ରିପୋର୍ଟରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ, ଆଲୋଚନା ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ- କୋଭିଡ ନେଗେଟିଭ ରିପୋର୍ଟ ବିନା ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ କିଭଳି ହୋଇପାରିବ, ସେ ନେଇ ଆଲୋଚନା କରିବାକୁ ଆଜି ଗୁୁରୁତ୍ୱପୂର୍ଣ୍ଣ ବୈଠକ ହେଉଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ହେଉଛି । ଆସନ୍ତା ୨୧ ତାରିଖରୁ କୋଭିଡ ନେଗେଟିଭ ରିପୋର୍ଟ ବିନା ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ବୋଲି ଗତ ବୈଠକରେ ନିଷ୍ପତ୍ତି ହୋଇଥିଲା ।

Jagannath Temple