ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ ମାମଲାରେ ଭିସୁଟ୍ ଭିସିଙ୍କୁ କ୍ଲିନଚିଟ୍‌ | News Room Odisha

ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ ମାମଲାରେ ଭିସୁଟ୍ ଭିସିଙ୍କୁ କ୍ଲିନଚିଟ୍‌

ଭୁବନେଶ୍ୱର-ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ ମାମଲାରେ ସମ୍ବଲପୁର ଭିସୁଟ୍ ଭିସି ଅଚଳ ଚୌଧୁରୀଙ୍କୁ କ୍ଲିନଚିଟ୍ ମିଳିଛି । ତଦନ୍ତକାରୀ ସଂସ୍ଥା ଅଟଳଙ୍କୁ କ୍ଲିନଚିଟ୍ ଦେଇଛି । ସମ୍ବଲପୁର ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଅଭିଯୋଗର ତଦନ୍ତ କରିଥିଲା । ଗତବର୍ଷ ମାର୍ଚ୍ଚରେ ଭିସିଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ ମହିଳା କର୍ମଚାରୀ ।