ରାଜ୍ୟ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ତଦନ୍ତର ପ୍ରତିଶ୍ରୁତି ଦେଲେ ନିରଞ୍ଜନ | News Room Odisha

ରାଜ୍ୟ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ତଦନ୍ତର ପ୍ରତିଶ୍ରୁତି ଦେଲେ ନିରଞ୍ଜନ

ଭୁବନେଶ୍ୱର- ରାଜ୍ୟ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ସାଧାରଣ ପରିଷଦ ବୈଠକ ପୂର୍ବରୁ ତୁମୁଳକାଣ୍ଡ ହୋଇଛି । ଓବିସି ସେଲ୍ ଅଧ୍ୟକ୍ଷ ବିଷ୍ଣୁ ବାରିକଙ୍କୁ ଗୋଟିଏ ଗୋଷ୍ଠୀ ତାଲା ପକାଇ ଦେଇଛନ୍ତି । ୨ ଗୋଷ୍ଠୀ ମଧ୍ୟରେ ହାତାହାତି ଓ ଭଙ୍ଗାରୁଜା ହୋଇଛି । କଂଗ୍ରେସ ଭବନ ଗଣ୍ଡଗୋଳ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଘଟଣାର ତଦନ୍ତ ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ହେବ ।