ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ ଘଟଣାରେ ଏତଲା ଦାୟର କଲା ଶ୍ରୀମନ୍ଦିର ପ୍ରଶାସନ | News Room Odisha

ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ ଘଟଣାରେ ଏତଲା ଦାୟର କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ- ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ ହେବା ଅଭିଯୋଗ ହୋଇଛି । ଭାଇରାଲ ଅଭିଯୋଗ ପରେ ସିଂହଦ୍ୱାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ଏତଲା ଦାୟର କରିଛି । ଇନଷ୍ଟାଗ୍ରାମରେ ଭାଇରାଲ ହୋଇଛି ଶ୍ରୀମନ୍ଦିର ଭିତରର ୨ଟି ଫଟୋ । ଦକ୍ଷିଣ ଦ୍ୱାର ପଟର ୨ଟି ଭିତର ଫଟୋ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି ।