ସିଡାକକୁ ମିଳିଲା ଉତ୍କର୍ଷ କେନ୍ଦ୍ରର ମାନ୍ୟତା | News Room Odisha

ସିଡାକକୁ ମିଳିଲା ଉତ୍କର୍ଷ କେନ୍ଦ୍ରର ମାନ୍ୟତା

ଭୁବନେଶ୍ୱର- ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ -ସିଡାକକୁ ଉତ୍କର୍ଷ କେନ୍ଦ୍ର ଭାବେ ସ୍ୱୀକୃତି ମିଳିଛି । କେନ୍ଦ୍ର ଦକ୍ଷତା ବିକାଶ ବିଭାଗ ପକ୍ଷରୁ ମିଳିଛି ସ୍ୱୀକୃତି । ସିଡାକ୍ ହେଉଛି ଅଣବୈଷୟିକ ପ୍ରଶିକ୍ଷଣ କ୍ଷେତ୍ରରେ ଏହା ଦେଶର ପ୍ରଥମ ସରକାରୀ ଅନୁଷ୍ଠାନ । ରାଜ୍ୟ ସରକାରଙ୍କ ପ୍ରାୟୋଜିତ ସିଡାକ୍ ୨୦୦୪ରେ ପ୍ରତିଷ୍ଠା ହୋଇଥିଲା ।