ସ୍କାଏ କିଙ୍ଗ୍ ଉପରେ ୬୫ ଲକ୍ଷ ଟଙ୍କା ବକେୟା ଥିବା ମାନିଲେ ଆକାଶ ପାଠକ | News Room Odisha

ସ୍କାଏ କିଙ୍ଗ୍ ଉପରେ ୬୫ ଲକ୍ଷ ଟଙ୍କା ବକେୟା ଥିବା ମାନିଲେ ଆକାଶ ପାଠକ

ଭୁବନେଶ୍ୱର-ଟ୍ରାଭେଲ ଏଜେନସୀ ସ୍କାଏ କିଙ୍ଗ୍ ଉପରେ ୬୫ ଲକ୍ଷ ଟଙ୍କା ବକେୟା ଥିବା ନେଇ ଆକାଶ ପାଠକ ସ୍ୱୀକାର କରିଛନ୍ତି । କମିଶନଟରେଟ ପୋଲିସ ଆଗରେ ଏ କଥା ସ୍ୱୀକାର କରିଛନ୍ତି ଆକାଶ ପାଠକ । ଟାଟା ମୋଟର୍ସର ସେ ଏମ୍‌ଡି ନ ଥିଲେ ବୋଲି ଆକାଶ ପାଠକ ମାନିଛନ୍ତି । ଟଙ୍କା ଟ୍ରାଞ୍ଜାକସନ୍‌, ଫ୍ଲାଇଟ ଓ ହୋଟେଲ୍ ବୁକ୍ କଥା ବି ସେ ସ୍ୱୀକାର କରିଛନନ୍ତି । ଅକାଶଙ୍କ ହସ୍ତାକ୍ଷରକୁ ହ୍ୟାଣ୍ଡରାଇଟ୍ ବ୍ୟୁୁରୋକୁ ପଠାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Akash Pathak