ଓଡିଶା ପୋଲିସ କର୍ମଚାରୀଙ୍କ ମାନବିକତାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା | News Room Odisha

ଓଡିଶା ପୋଲିସ କର୍ମଚାରୀଙ୍କ ମାନବିକତାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର- ଓଡିଶା ପୋଲିସ କର୍ମଚାରୀଙ୍କ ମାନବିକତାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନଗିରି ଜଙ୍ଗଲରେ ଗୁଳି ବିନିମୟରେ ଆହତ ହୋଇଥିବା ଜଣେ ମାଓବାଦୀକୁ ଉଦ୍ଧାର କରି ମାନବିକତାର ପରିଚୟ ଦେଇଥିଲା ପୋଲିସ । ମାଲକାନଗିରିର ଟୋଟାଗୁଡା ଜଙ୍ଗଲରେ ବିଏସଏଫ ଓ ଏସଓଜିଙ୍କ ମିଳିତ ଅପରେସନ ବେଳେ ଏହି ଘଟଣା ଘଟିଥିଲା ।

CM Naveen PatnaikOdisha Police